Saturday, April 11, 2026
37.5 C
Odisha

    ଗୁରୁବାରରେ କାହିଁକି ସଫା କରାଯାଏନି କପଡ଼ା, ଜାଣନ୍ତୁ

    ଆଗକୁ ପଢନ୍ତୁ

    ସାଧାରଣତଃ ଗୁରୁବାର ଦିନ କପଡ଼ା ସଫା କରିବାକୁ ବାରଣ କରାଯାଇଥାଏ। ଏହା ପଛରେ ଅନେକ ପ୍ରକାରର କାରଣ ମଧ୍ୟ ରହିଛି। ଯଦି ଜାଣି ନାହାନ୍ତି, ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ..

    ଗୁରୁଦେବ ବୃହସ୍ପତିଙ୍କୁ ଜ୍ୟେତିଷଶାସ୍ତ୍ରରେ ସୁଖ-ସମୃଦ୍ଧିର କାରକ ବୋଲି ବିବେଚନା କରାଯାଇଥାଏ।

    ଘରେ ସାଧାରଣତଃ କପଡ଼ା ସଫାକରନ୍ତି ମହିଳା। କପଡ଼ା ଧୋଇବା ବା ସଫା କରିବାର କାମକୁ ଶନି ଗ୍ରହ ସହ ସଂଯୋଗ କରାଯାଇଥାଏ।

    ଗୁରୁବାର ଦିନ ମହିଳାଙ୍କ ଦ୍ୱାରା କପଡ଼ା ସଫା କରାଇବା ଅଶୁଭ ପରିଣାମ ମିଳିଥାଏ।

    ହିନ୍ଦୁ ଧର୍ମ ଅନୁଯାୟୀ ଗୁରୁବାର ଦିନ କୌଣସି ଅପରିଷ୍କାର ଜିନିଷ ବାହାର ପକାଯାଇନଥାଏ। ଏଥିପାଇଁ ଗୁରୁବାର ଦିନ କପଡ଼ା ଧୋଇବା ଦ୍ୱାରା, ଘରୁ କୌଣସି ଅପରିଷ୍କାର ପାଣି ବାହାରକୁ ନ ଯିବା ଆବଶ୍ୟକ। ଏହା କରିବା ଦ୍ୱାରା ବୃହସ୍ପତି ଗ୍ରହ ପ୍ରଭାବିତ ହୋଇଥାଏ। ଯାହାର କୁପ୍ରଭାବ ଜୀବନ ଉପରେ ପଡ଼ିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ