Wednesday, April 1, 2026
30.8 C
Odisha

    ଗୋଡ଼ରେ ଲେଖି ମାଟ୍ରିକ ପରୀକ୍ଷା ଦେବେ, ପଢିବା ପାଇଁ ଇଛା ଥିବାରୁ କରୁଥିଲେ ଏହି ଅଭ୍ୟାସ

    ଆଗକୁ ପଢନ୍ତୁ

    ମାଲକାନଗିରି: ଗୋଡରେ ଲେଖି ମ୍ୟାଟ୍ରିକ ପରୀକ୍ଷା ଦେବେ ଦିବ୍ୟାଙ୍ଗ ଛାତ୍ରୀ । ଛାତ୍ରୀ ଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା ବନ୍ଧଗୁଡା ଗ୍ରାମର ଲକ୍ଷ୍ମୀ ଖେମୁଡୁ । ଜନ୍ମରୁ ସଂପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଥିବାରୁ ନା ଉଠି ବସି ପାରୁଛନ୍ତି,ନା ଚାଲି ପାରୁଛନ୍ତି । ପଢିବା ପାଇଁ ଇଛା ଥିବାରୁ ଗୋଡରେ ଲେଖିବା ଅଭ୍ୟାସ ଆରମ୍ଭ କରିଥିଲେ । ଏବେ ମାଟ୍ରିକ ପରୀକ୍ଷାରେ ନିଜେ ଗୋଡରେ ଲେଖି ପରୀକ୍ଷା ଦେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ