Wednesday, December 10, 2025
25.9 C
Odisha

    ଗ୍ୟାସ ସିଲିଣ୍ଡର ଫାଟି ସିମେଣ୍ଟ ବ୍ଳକ୍ ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ପୁରୀ : ଗ୍ୟାସ ସିଲିଣ୍ଡର ଫାଟି ଘଟିଛି ଅଗ୍ନିକାଣ୍ଡ । ଏମିତି ଅଘଟଣ ଘଟିଛି ପୁରୀ କୃଷ୍ଣ ପ୍ରସାଦ ବ୍ଳକ୍ ତିଛିଣି ଗାଁରେ । ଗ୍ୟାସ ସିଲିଣ୍ଡର ନିଆଁରେ ସିମେଣ୍ଟ ବ୍ଳକ୍ ଫ୍ୟାକ୍ଟ୍ରି ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜଳିଯାଇଛି ବ୍ଳକ୍ ଫ୍ୟାକ୍ଟ୍ରି ଘର । ଘର ଜଳିଯିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହା ତିଛିଣି ଗାଁର ଟୁକୁନା ତରେଇଙ୍କ ଫ୍ୟାକ୍ଟ୍ରି ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    25 %
    2kmh
    100 %
    Wed
    26 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ