Thursday, September 3, 2026
22.9 C
Odisha

    ଗ୍ୟାସ ସିଲିଣ୍ଡର ଫାଟି ସିମେଣ୍ଟ ବ୍ଳକ୍ ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ପୁରୀ : ଗ୍ୟାସ ସିଲିଣ୍ଡର ଫାଟି ଘଟିଛି ଅଗ୍ନିକାଣ୍ଡ । ଏମିତି ଅଘଟଣ ଘଟିଛି ପୁରୀ କୃଷ୍ଣ ପ୍ରସାଦ ବ୍ଳକ୍ ତିଛିଣି ଗାଁରେ । ଗ୍ୟାସ ସିଲିଣ୍ଡର ନିଆଁରେ ସିମେଣ୍ଟ ବ୍ଳକ୍ ଫ୍ୟାକ୍ଟ୍ରି ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜଳିଯାଇଛି ବ୍ଳକ୍ ଫ୍ୟାକ୍ଟ୍ରି ଘର । ଘର ଜଳିଯିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହା ତିଛିଣି ଗାଁର ଟୁକୁନା ତରେଇଙ୍କ ଫ୍ୟାକ୍ଟ୍ରି ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    91 %
    1.7kmh
    76 %
    Thu
    25 °
    Fri
    29 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ