Monday, October 19, 2026
21.9 C
Odisha

    ଘରକୁ ଫେରୁଥିବା ବେଳେ ଆର ଆଇଙ୍କୁ ହାଣିଦେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ପିପିଲି  : ପିପିଲି ବ୍ଲକ୍ ମାଟିଆପଡ଼ା ରାଜସ୍ବନିରୀକ୍ଷକ (RI) ଆଶୁତୋଷ ସାହୁଙ୍କୁ ଦୁର୍ବୁତ୍ତମାନେ ବିଳମ୍ବିତ ରାତିରେ ହାଣି ଦେଇଛନ୍ତି।
    ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଆର ଆଇ ଆଶୁତୋଷ ସାହୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ପିପିଲି ଆଠବାଟିଆ ଠାରେ ଆରଆଇ ଶ୍ରୀ ସାହୁଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ହାଣି ଦେଇଥିଲେ। ଜମିଜମା ଘଟଣାକୁ ନେଇ ଏହି ଅମାନବୀୟ ଘଟଣା ଘଟିଥିବା କୁହାଯାଉଛି। ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି। ପିପିଲି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ