Thursday, August 21, 2025
25.6 C
Odisha

    ଘରେ କରନ୍ତୁ ଏହି ପୂଜା, ଦେଖିବେ ଫେରି ଆସିବ ସୁଖ ଶାନ୍ତି !

    ଆଗକୁ ପଢନ୍ତୁ

    ଆମ ହିନ୍ଦୁ ଧର୍ମରେ ପୂଜା ପାଠ ଏବଂ ବେଳେବେଳେ ଘରେ ହୋମ କରାଯାଇଥାଏ । ସନାତନ ଧର୍ମରେ ଧୂନୀର ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି । ଧୂନି ଜଳାଇବାର କେବଳ ଧାର୍ମିକ ମତରେ ହୋଇନଥାଏ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଧୂନିର ଧୂଆଁ ବାତାବରଣରେ ମିଶି ସମସ୍ତ ହାନିକାରକ ଜୀବାଣୁକୁ ନଷ୍ଟ କରିଥାଏ ଏହା ସହ ବାତାବରଣକୁ ମଧ୍ୟ ପବିତ୍ର କରିଥାଏ । ଏହି କାରଣରୁ ପ୍ରାଚିନ ସମୟରୁ ଘରେ ଓ ମନ୍ଦିରରେ ଧୂନି ଜଳାଇବାର ପରମ୍ପରା ରହିଛି । ଧୂନିରୁ ବାହାରୁ ଥିବା ଧୂଆଁ ନକାରାତ୍ମକ ଶକ୍ତିର ପ୍ରଭାବକୁ କମ୍ କରିବା ସହ ସକାରତ୍ମକ ଶକ୍ତିକୁ ବଢାଇଥାଏ । ଧୂନିର ଧୂଆଁରୁ ପରିବାରରେ ରୋଗ, ଅଶାନ୍ତି ଏବଂ ଦୁଃଖ ଦୂର ହୋଇଥାଏ । ଆଜି ଆମେ ଆପଣଙ୍କୁ ଜଣାବୁ ଏହି ଧୂନିର ଧୂଆଁ ବିଷୟରେ । ଯାହାକୁ ଆପଣାଇବା ଦ୍ବାରା ଘରୁ ନକାରାତ୍ମକ ଉର୍ଜାକୁ ଦୂର କରିଥାଏ ।

    ଘରେ ସକାଳ ସମୟରେ ଝୁଣା, କର୍ପୁର, ଦେସି ଘିଅ, କାଠ ଏବଂ ଚନ୍ଦନ ଏକାତ୍ର କରି କଡାଇ ସାହାଯ୍ୟରେ ଜଳାଇବା ଦ୍ବାରା ଧୂନି ହେବା ସହ ଦେବୀ ଦେବତାଙ୍କ କୃପା ଘର ଉପରେ ଆସିଥାଏ ।
    ଘରେ ରାତି ସମୟରେ ଘିଅରେ କର୍ପୁର ବୁଡାଇ ଜଳାଇବା ଦ୍ବାରା ଘରେ ଅସାନ୍ତିର ବାତାବରଣ କମ୍ ହୋଇଥାଏ ।

    ଗୃହର କଳହ ଦୂର କରିବା ପାଇଁ ମନ୍ଦିରରେ ଘିଅର ଦୀପ ଜଳାଇକି କର୍ପୁରର ଧୂଆଁ ପୂରା ଘରେ ବୁଲାଇବା ଦ୍ବାରା କଳହ ଦୂର ହୋଇଥାଏ ।

    ମନ୍ଦିରରେ ସକାଳ ଓ ସଂଜରେ କର୍ପୁର ଜଳାଇବା ଦ୍ବାରା ଆର୍ଥିକ ଚିନ୍ତା ଦୂର ହୋଇଥାଏ । ଏହା ସହ ଘରୁ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    1.2kmh
    100 %
    Thu
    25 °
    Fri
    23 °
    Sat
    26 °
    Sun
    28 °
    Mon
    28 °

    ସମ୍ବନ୍ଧିତ