Thursday, October 1, 2026
24.6 C
Odisha

    ଚଢ଼ିଗଲା ୧୪ ଚକିଆ ଟ୍ରକ, ଚାଲିଗଲା ବୃଦ୍ଧା ମହିଳାଙ୍କ ଜୀବନ

    ଆଗକୁ ପଢନ୍ତୁ

    ଆଠଗଡ଼   :   ଚଢିଗଲା ଟ୍ରକ, ଚାଲିଗଲା ଜୀବନ । ଟାଙ୍ଗୀ ଚୌଦ୍ବାର ବ୍ଲକ କଖଡି ବଜାର ନିକଟରେ ଏକ ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି । ଜଣେ ବୃଦ୍ଧା ମହିଳାଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ । ଘଟଣା ସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ ହୋଇଛି । ମୃତକ ମାଳତୀ ସାହୁ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ରାସ୍ତା ଅବରୋଧ କରି ଧାରଣାରେ ବସି ରହିଛନ୍ତି । ଏବେବି ଟ୍ରକ ଚକା ତଳେ ଚାପି ହୋଇରହିଛନ୍ତି ବୃଦ୍ଧା । ଘଟଣା ସ୍ଥଳରେ ଚୌଦ୍ବାର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.6 ° C
    24.6 °
    24.6 °
    83 %
    1.4kmh
    22 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ