Tuesday, February 17, 2026
31.2 C
Odisha

    ଚାପିଦେଲା ଟ୍ୟାଙ୍କର, ଚାଲିଗଲା ୩ ଜୀବନ

    ଆଗକୁ ପଢନ୍ତୁ

    ରାୟଗଡ଼ା: ଚାପିଦେଲା ଟ୍ୟାଙ୍କର, ଚାଲିଗଲା ୩ ଜୀବନ ।  ରାୟଗଡ଼ା କାଶିପୁର ଥାନା ଅନ୍ତର୍ଗତ ମୁସୁରିପଦର ଛକରେ ମର୍ମନ୍ତୁଦ ଦୁର୍ଘଟଣା ।  ଜଣେ ନାବାଳକ ସମେତ ୩ ଜଣଙ୍କ ମୃତ୍ୟୁ ।  ଶିବରାତ୍ରୀ ଯାତ୍ରା ଦେଖି ଫେରୁଥିବାବେଳେ ଧକ୍କା ଦେଇଥିଲା ଟ୍ୟାଙ୍କର । ରାୟଗଡ଼ା ଜିଲ୍ଲା ଟିକିରୀ ଥାନା ଅନ୍ତର୍ଗତ ମୁସୁରୀପଦର୍ ଛକ ନିକଟ ନଟରାଜ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ନାବାଳକ ସମେତ ୩ ଜଣ ମୃତ୍ୟୁବରଣ କରିଛନ୍ତି ।

    ଗତକାଲି ରାତିରେ ଶିବ ରାତ୍ରି ଉପଲକ୍ଷେ ଅନୁଷ୍ଠିତ ଯାତ୍ରା ଦେଖି ମୋଟର ସାଇକଲ ଯୋଗେ ଫେରୁଥିବା ସମୟରେ ଗୋଟେ ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୩ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା କୁ ନେଇ ଚାପ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    17 %
    2.6kmh
    0 %
    Tue
    32 °
    Wed
    33 °
    Thu
    35 °
    Fri
    36 °
    Sat
    36 °

    ସମ୍ବନ୍ଧିତ