Thursday, April 2, 2026
26.4 C
Odisha

    ଚିଆ ସିଡ୍ ଖାଇବାର ପ୍ରକୃତ ରହସ୍ୟ କଣ ଜାଣନ୍ତୁ

    ଆଗକୁ ପଢନ୍ତୁ

    ଚିଆ ସିଡ୍ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ପୋଷଣ ମିଳିଥାଏ। ଚିଆ ସିଡରେ ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନ ଭରପୁର ମାତ୍ରରେ ରହିଥାଏ । ଶରୀରରେ ଥିବା ଅନେକ ପ୍ରକାରର ସମସ୍ୟାକୁ ଚିଆ ସିଡ୍ ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ଚିଆ ସିଡର ବିଶେଷ ଉପକାରିତା……

    ଚିଆ ସିଡ୍ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ହଜମ ହୋଇଥାଏ ଏବଂ ଓଜନ କଣ୍ଟ୍ରୋଲ ହୋଇଥାଏ ।

    ଚିଆ ସିଡ୍ ରାତିରେ ପାଣିରେ ଭିଜାଇ ସକାଳେ ସବୁଦିନ ପିଇବା ଏବଂ ଖାଇବା ଦ୍ୱାରା ହାଡଗୁଡିକ ଶକ୍ତ ହୋଇଥାଏ ।  ଏହା ସେବନ କରିବା ଦ୍ୱାରା ବୁଢା ହେବା ପର୍ଯ୍ୟନ୍ତ ମଧ୍ୟ ହାଡ ଏବଂ ଗଣ୍ଠି ସବୁ କାର୍ଯ୍ୟକ୍ଷମ ହୋଇଥାଏ।

    ଯଦି ଆପଣଙ୍କ ମୋଟାପଣ ସମସ୍ୟା ରହିଥାଏ ବା କୋଲେଷ୍ଟ୍ରୋଲ ଜନିତ ସମସ୍ୟା ରହିଥାଏ, ତେବେ ଆପଣ ଏହି ଚିଆ ସିଡର ବ୍ୟବହାର କରିବା ଦ୍ୱାରା ଆପଣଙ୍କର ମୋଟାପଣ ଏବଂ କୋଲେଷ୍ଟ୍ରୋଲ ସମସ୍ୟା ଗୁଡିକ ଧୀରେ ଧୀରେ ସମାପ୍ତ ହେବାକୁ ଲାଗିବ । ଏହି ମଞ୍ଜିକୁ ଆପଣ ଏକ ଗ୍ଲାସରେ ଏକ ଚାମଚ ବା ଦୁଇ ଚାମଚ ପାଣିରେ ଭିଜାଇ ତାକୁ ସେବନ କରିବା ଦ୍ୱାରା ଆପଣଙ୍କୁ କିଛିଦିନ ଭିତରେ ଏହାର ଫାଇଦା ମିଳିଯିବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ