Saturday, July 11, 2026
26.1 C
Odisha

    ଚେକ୍ ବାଉନ୍ସ ମାମଲା, ପୁଣି ଜେଲ ଯିବେ ରାଜପାଲ ଯାଦବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଚେକ୍ ବାଉନ୍ସ ମାମଲାରେ ପୁଣି ଅଡ଼ୁଆରେ ଅଭିନେତା ରାଜପାଲ ଯାଦବ । ଅଭିନେତା ରାଜପାଲଙ୍କୁ ୩ ମାସ ଜେଲ ଯିବାକୁ ପଡ଼ିବ । ଦିଲ୍ଲୀ ହାଇକୋର୍ଟ ଦଣ୍ତାଦେଶ କାଏମ ରଖିଛନ୍ତି । ଟଙ୍କା ଫେରସ୍ତ ପାଇଁ ଅଧିକ ସମୟ ଆବେଦନ ଖାରଜ କରିଥିଲେ । ପୁଣି ଜେଲ ଯିବେ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଝଟ୍କା । ତଳକୋର୍ଟଙ୍କ ରାୟକୁ ବଜାୟ ରଖିଲେ ହାଇକୋର୍ଟ ।

    ଦିଲ୍ଲୀ ହାଇକୋର୍ଟ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଚେକ୍ ବାଉନ୍ସ ମାମଲାରେ ଦୋଷୀ କରିଛନ୍ତି । ଜଷ୍ଟିସ ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ବେଞ୍ଚ ଅଭିନେତା ରାଜପାଲ ଯାଦବ ଦ୍ବାରା ନିମ୍ନ ଅଦାଲତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଯାଚିକା ଖାରଜ କରି ଦୋଷୀ କାୟମ ରଖିଛନ୍ତି ।

    ଦିଲ୍ଳୀ ହାଇକୋର୍ଟଅଭିନେତା ରାଜପାଲ ଯାଦବଙ୍କୁ ଚେକ୍ ବାଉନ୍ସ ସମସ୍ତ ମାମଲାରେ ୩ ମାସର ସାଧାରଣ ସଜା ଶୁଣାଇଛନ୍ତି । ଏହାସହିତ କୋର୍ଟ ଆଦେଶ ଦେଇଛନ୍ତି କି, ସମସ୍ତ ଦଣ୍ଡାଦେଶ ଏକାସାଙ୍ଗରେ ଚାଲୁ ରହିବ ।ତେଣୁ ତାଙ୍କୁ ୩ ମାସ ଯାଏଁ ଦଣ୍ଡାଦେଶ ଭୋଗିବାକୁ ହେବ । ଏହାସହିତ ଅଦାଲତା ପ୍ରତି ମାମଲା ପାଇଁ ୧.୦୫ କୋଟି ଟଙ୍କା ଜରିମାନା ଲଗାଇଛନ୍ତି । ତେଣୁ ତାଙ୍କୁ ସବୁ ମାମଲା ପାଇଁ ମୋଟ୍ ୭.୩୫ କୋଟି ଟଙ୍କା ଜରିମାନା ଦେବାକୁ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.1 ° C
    26.1 °
    26.1 °
    85 %
    2.3kmh
    100 %
    Fri
    26 °
    Sat
    30 °
    Sun
    27 °
    Mon
    29 °
    Tue
    25 °

    ସମ୍ବନ୍ଧିତ