Thursday, February 19, 2026
25.6 C
Odisha

    ଜମ୍ମୁ-କଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଝୁରୁଛି ନୟାଗଡ ମାଟି

    ଆଗକୁ ପଢନ୍ତୁ

    ନୟାଗଡ : ଜମ୍ମୁ-କଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ । ଜନ୍ମ ମାଟିରେ ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ । ନୟାଗଡ ବ୍ଲକ ଆନନ୍ଦାପଲ୍ଲୀ ଗାଁର ଜିତୁ ବେହେରାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବିବାହର ମାତ୍ର ୧୦ମାସ ପରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ତଳେ ସେ ଗାଁକୁ ଆସିଥିଲେ । ଛୁଟି କାଟି ଯିବା ପରେ ଡ୍ୟୁଟି ସମୟରେ ଛାତିରେ ଯନ୍ତ୍ରଣା ହୋଇଥିଲା । ପରେ ତାଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ମୃତଦେହ ଗାଁରେ ପହଂଚିବା ପରେ ଶୋଭାଯାତ୍ରାରେ ନିଆଯାଇଥିଲା । ପରେ ତୋପ ସଲାମୀ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    30 %
    2.2kmh
    76 %
    Thu
    27 °
    Fri
    35 °
    Sat
    36 °
    Sun
    35 °
    Mon
    36 °

    ସମ୍ବନ୍ଧିତ