Friday, September 11, 2026
23.8 C
Odisha

    ଜାଣନ୍ତୁ ଏମିତି ମନ୍ଦିର ଯେଉଁଠି ରାତିରେ ଶୋଇଲେ ସକାଳେ ମୃତ୍ୟୁ

    ଆଗକୁ ପଢନ୍ତୁ

     

    ମାନ୍ୟତା ଅଛିକି’ କୌଣସି ବ୍ୟକ୍ତି ଯଦି ଏହି ମନ୍ଦିରରେ ରାତି କଟାଇଥାନ୍ତି ତେବେ ତାଙ୍କର ମୃତ୍ୟୁ ହୋଇଥାଏ । ଏହାର କାରଣ ଏହିକି ଯେ, ରାତିରେ ଏହି ମନ୍ଦିରରେ ଆଲ୍ଲା ଏବଂ ମଦଲ ନାମରେ ଚିନ୍ନଜିବି ମା’ଙ୍କର ଦର୍ଶନ ପାଇଁ ଆସିଥାନ୍ତି । ଏଠାରେ ରହୁଥିବା ଲୋକମାନଙ୍କର କହିବା ଅନୁସାରେ ଆଲ୍ଲା ଏବଂ ମଦଲ ପୃଥ୍ୱୀରାଜ ଚୋହାନଙ୍କ ସହିତ ଯୁଦ୍ଧ କରିଥିଲେ ।

    ଦୁହେଁ ହି ମା’ ଶାରଦାଙ୍କର ବହୁତ ବଡ ଭକ୍ତ ଥିଲେ । ଏହି ଦୁହେଁ ହିଁ ମିଶିକି ମା‘ ଶାରଦା ଦେବୀଙ୍କର ମନ୍ଦିରକୁ ଖୋଜିକି ପାଇଥିଲେ । ଏହାପରେ ୧୨ବର୍ଷ ପର୍ୟ୍ୟନ୍ତ ତପସ୍ୟା କରି ଦେବୀ ମା’ଙ୍କୁ ପ୍ରସନ୍ନ କରିଥିଲେ ସେବେ ମା’ ତାଙ୍କୁ ଅମରତ୍ବର ଆଶୀର୍ବାଦ ଦେଇଥିଲେ । ଆଲ୍ଲା ମାତାଙ୍କୁ ଶାରଦା ମାଇ ନାଁରେ ଡାକୁଥିଲେ ।

    ମାନ୍ୟତା ଏହାବି ଅଛିକି’ ମାତା ଶାରଦାଙ୍କୁ ଦିନର ଆରମ୍ଭରେ ସର୍ବପ୍ରଥମେ ଆଲ୍ଲା ଏବଂ ମାଦଳ ହିଁ ଦର୍ଶନ କରିଥାନ୍ତି । ଏହି କାରଣ ପାଇଁ ଏଠାରେ କୌଣସି ବି ବ୍ୟକ୍ତି ମନ୍ଦିରରେ ରୁହନ୍ତି ନାହିଁ ଏହି ମନ୍ଦିର ରାତିରେ ବନ୍ଦ କରିଦିଆଯାଏ । ଆଉ ଯଦି କିଏ ବି ଜୋରଜବରଦସ୍ତି ଏଠାରେ ରୁହନ୍ତି ତେବେ ତାଙ୍କର ମୃତ୍ୟୁ ହୋଇଯାଇଥାଏ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ