Friday, April 3, 2026
39.1 C
Odisha

    ଜାତୀୟ ଶିକ୍ଷକ ସମ୍ମାନ ପାଇବେ ୨ ଓଡ଼ିଆ ଶିକ୍ଷକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ବର୍ତ୍ତମାନ ପ୍ରକାଶ ପାଇଛି ଜାତୀୟ ଶିକ୍ଷକ ସମ୍ମାନ ୨୦୨୫ର ତାଲିକା । ଏହା  ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା ।  ଏହି ତାଲିକାରେ ଅଛନ୍ତି ୨ଜଣ ଓଡ଼ିଆ ଶିକ୍ଷକ । ଅର୍ଥାତ ଜାତୀୟ ଶିକ୍ଷକ ସମ୍ମାନ ପାଇବେ ୨ ଜଣ ଓଡ଼ିଆ ଶିକ୍ଷକ ।

    ସୂଚନା ମୁତାବକ, ମାଲକାନଗିରି କଣ୍ଡେଲ ବିଦ୍ୟାଳୟର ଶିକ୍ଷକ ବସନ୍ତ ରଣା ଏବଂ କୋରାପୁଟ ପିଏମଶ୍ରୀ କେଭି ସ୍କୁଲର ଶିକ୍ଷକ ତରୁଣ ଦାସଙ୍କୁ ତାଲିକାରେ ମନୋନୀତ କରାଯାଇଛି । ଗୁରୁ ଦିବସରେ ଏହି ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିସହ ଅନ୍ୟ ରାଜ୍ୟର ଶିକ୍ଷକମାନଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ