Sunday, September 13, 2026
23 C
Odisha

    ଜାପାନରେ ଶକ୍ତିଶାଳୀ ଭୂମିକମ୍ପ, ୨୮ ମୃତ

    ଆଗକୁ ପଢନ୍ତୁ

    ଟୋକିଓ : ଦକ୍ଷିଣ ଜାପାନର କୁମାମୋଟୋରେ ହୋଇଥିବା ଭୂମିକମ୍ପରେ ୨୮ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପରେ ଏକ ସପିଙ୍ଗ୍ ମଲ୍ ଓ କେତେକ ଘର ଭାଙ୍ଗିରୁଜି ଯାଇଥିଲା। ଉଦ୍ଧାର କାର୍ଯ୍ୟ ପରେ ୨୮ଟି ମୃତଦେହ ଉଦ୍ଧାର କରାଯାଇଛି। ଭୂମିକମ୍ପରେ ୬୨ଜଣ ଆହତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ