Friday, March 27, 2026
25.4 C
Odisha

    ଜୀବନ ହାରିଲେ ସିଆରପିଏଫ ଯବାନ !

    ଆଗକୁ ପଢନ୍ତୁ

    କଟକ : କଟକ ବିଦ୍ୟାଧରପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ହୋଲି ପାଇଁ ଛୁଟିରେ ଘରକୁ ଆସିଥିବାବେଳେ ଜଣେ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଗତସିଂହପୁର ବିରିଡି ଅଞ୍ଚଳର ଦ୍ବିତୀକୃଷ୍ଣ ପଣ୍ଡା(୪୫) ବୋଲି ଜଣାପଡିଛି।

    ମିଳିଥିବା ସୂଚନା ଅନୁଯାୟୀ ସେ ଦୀର୍ଘ ଦିନ ହେବ କଟକ ବିଦ୍ୟାଧରପୁର ଅଞ୍ଚଳରେ ଭଡା ଘର ନେଇ ରହୁଥିଲେ। ଖବର ପାଇ ସିଆରଆରଆଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ  ଜବତକରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    32 %
    1.4kmh
    0 %
    Thu
    26 °
    Fri
    39 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ