Saturday, October 10, 2026
30.1 C
Odisha

    ଜୁନ୍ ୨୦ରେ ପରଦାକୁ ଆସିବ ଅମିର ଖାନଙ୍କ ‘ସୀତାରେ ଜମିନ୍ ପର’, ରିଲିଜ ହେଲା ପ୍ରଥମ ପୋଷ୍ଟର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜୁନ୍ ୨୦ରେ ପରଦାକୁ ଆସିବ ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ “ସୀତାରେ ଜମିନ୍ ପର”। ଆଜି ଏହି ଫିଲ୍ମ “ସୀତାରେ ଜମିନ୍ ପର”ର ପ୍ରଥମ ପୋଷ୍ଟର ଉନ୍ମୋଚିତ ହୋଇଛି। “ସୀତାରେ ଜମିନ୍ ପର”ରେ ୧୦ ଜଣ ନବାଗତ ଅଭିନେତା ଅଭିନୟ କରିଥିବା ସୂଚନା ଦିଆଯାଇଛି। ୨୦୦୭ ମସିହାର ସୁପରହିଟ୍ “ତାରେ ଜମିନ୍ ପର”ର ଏକ ଆଧ୍ୟାତ୍ମିକ ସିକ୍ୱେଲ୍ ଭାବରେ ବିଲ୍ ହୋଇଥିବା ଏହି ଫିଲ୍ମଟି ଜୁନ୍ ୨୦ରେ ପରଦାକୁ ଆସିବ। ଏହା “ଶୁଭ ମଙ୍ଗଲ ସାବଧାନ” ଫେମ୍ ଆର ଏସ୍ ପ୍ରସନ୍ନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଅମିର ଖାନ ପ୍ରଡକ୍ସନ ଦ୍ୱାରା ସମର୍ଥିତ। ପୋଷ୍ଟରରେ ଫିଲ୍ମର ଟ୍ୟାଗଲାଇନ୍ ଲେଖାଯାଇଛି “ସବକା ଅପନା ଅପନା ନର୍ମାଲ”।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ