Saturday, October 3, 2026
29.5 C
Odisha

    ଝାଡ଼ଖଣ୍ଡର ନିର୍ବାଚନ ଅଧିକାରୀ ହେଲେ ଜୁଏଲ ଓରାମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କୁ ନିର୍ବାଚନ ଅଧିକାରୀଭାବେ ନିଯୁକ୍ତ କରାଯାଇଛି। ଝାଡ଼ଖଣ୍ଡ ବିଜେପି ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟାର ଦାୟିତ୍ବ ତାଙ୍କୁ ଦିଆଯାଇଛି। ବିଜେପି ଜାତୀୟ ରିଟର୍ଣ୍ଣିଂ ଅଫିସର ଡ. କେ. ଲକ୍ଷ୍ମଣଙ୍କ ପକ୍ଷରୁ ଏହି ସୂଚନା ଜାରି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ