Thursday, October 22, 2026
28.6 C
Odisha

    ଝାରସୁଗୁଡ଼ାରେ ଭୟଙ୍କର ଘୂର୍ଣ୍ଣିଝଡ଼

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା  :  ଝାରସୁଗୁଡ଼ା ଲଖନପୁର ବ୍ଲକ କୁଶ୍ରାଲୋଇ ପଂଚାୟତରେ କୋଲ ଗେସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ ବେଳେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିଲା। ଏକ ଘୂର୍ଣ୍ଣିଝଡ଼ ସେଠାରେ ଆରମ୍ଭ ହୋଇ ଭୟଙ୍କର ରୁପ ନେଇଥିଲା। ମଞ୍ଚ ପାଖରେ ଥିବା ପୁଲିସ ଏଡ ପୋଷ୍ଟକୁ ଉଡ଼ାଇ ନେଇଥିଲା। ଏହାକୁ ନେଇ ଲୋକେ ବିକାଶ ବିକାଶର ନାରା ଦେଇ କରି ଆମର ଲଖନପୁର ବ୍ଲକର ଅଞ୍ଚଳକୁ ବିନାଶର ଆଉ ଗୁଟେ ପାଉଁଚ କୁ ଠେଲବାର ପ୍ରୟାସକୁ ପ୍ରକୃତି ବି ସହିଲା ନାହିଁ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    53 %
    1.3kmh
    0 %
    Thu
    30 °
    Fri
    29 °
    Sat
    29 °
    Sun
    26 °
    Mon
    26 °

    ସମ୍ବନ୍ଧିତ