Monday, October 19, 2026
23.2 C
Odisha

    ଟିଏମସି ପୁର୍ବତନ ବିଧାୟକ ଗିରଫ, ଆରଜି କର ମେଡିକାଲ ଘଟଣାରେ ସମ୍ପୃକ୍ତି ସନ୍ଦେହ

    ଆଗକୁ ପଢନ୍ତୁ

    ସୋର : ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ପଶ୍ଚିମବଙ୍ଗ ଖୋର୍ଦ୍ଧା ପୋଲିସ ଦ୍ୱାରା ସିମୁଳିଆ ଥାନାରେ ଅଟକ। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରୁ ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଲୁଚି ରହିଥିଲେ। ଆଜି ପଶ୍ଚିମବଙ୍ଗ ପୋଲିସ ମୋବାଇଲ ଟ୍ରାକ କରି ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ସିମୁଳିଆ ପୋଲିସ ସହାୟତାରେ ଜାମୁଝାଡ଼ି ଓଡ଼ିଶୀ ହୋଟେଲରୁ ଧରିଥିବା ସୂଚନା ମିଳିଛି । ଯାହା ପ୍ରାଥମିକ ତଦନ୍ତରୁ ଜଣାପଡିଛି କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜଣେ ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟାର ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଛି। ଗିରଫ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସୋର ମେଡିକାଲରେ କରାଯାଇ କୋର୍ଟରେ ହାଜର କରାଯାଇଛି । ତାଙ୍କୁ ଟ୍ରାନଜିଟି ରିମାଣ୍ଡରେ କଲିକତା ପୋଲିସ ନେବ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ