Monday, October 19, 2026
21.9 C
Odisha

    ତ୍ରିରଙ୍ଗା ଆଲୋକରେ ଝଲସିଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କ ଲାଗିଛି ଭିଡ

    ଆଗକୁ ପଢନ୍ତୁ

    ଗୋପ : ଆଲୋକରେ ଝଲସିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶପ୍ରେମର ରଙ୍ଗରେ ରଙ୍ଗିନ ହୋଇଛି ଓଡ଼ିଶାର ଐତିହ୍ୟ ଓ ଗୌରବର ପ୍ରତୀକ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ସ୍ୱାଧୀନତା ଦିବସ ପୂର୍ବରୁ ମନ୍ଦିରକୁ ତ୍ରିରଙ୍ଗା ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବାରୁ ସନ୍ଧ୍ୟା ସମୟରେ କୋଣାର୍କର ଅପୂର୍ବ ସୌନ୍ଦର୍ଯ୍ୟ ଆହୁରି ମନମୁଗ୍ଧକର ହୋଇଉଠିଛି । ସବୁଜ, ଧଳା ଓ ନାରଙ୍ଗି ରଙ୍ଗର ଆଲୋକରେ ଝଲସୁଥିବା ସୂର୍ଯ୍ୟ ମନ୍ଦିରର ଦୃଶ୍ୟ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମନ ଜିଣିଛି । ଏଭଳି ଏକ ଐତିହ୍ୟସ୍ଥଳୀ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକାର ତିନି ରଙ୍ଗରେ ଆଲୋକିତ ହେବା ଦୃଶ୍ୟ ଦେଶପ୍ରେମର ଭାବନାକୁ ଆହୁରି ଉଜ୍ଜୀବିତ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ