Sunday, October 11, 2026
22.1 C
Odisha

    NCERT ପିଲାଙ୍କ ବହିରେ ଅପରେସନ୍ ସିନ୍ଦୂର କଥା ଦେବ ସ୍ଥାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପିଲାଏ ପଢ଼ିବେ ସେନାଙ୍କ ସୌର୍ଯ୍ୟ ‘ଅପରେସନ୍ ସିନ୍ଦୂର’ର କାହାଣୀ। NCERT ପିଲାଙ୍କ ବହିରେ ଅପରେସନ୍ ସିନ୍ଦୂର କଥା ସ୍ଥାନ ଦେବ। ଦୁଇଟି ମଡେଲ ଭାବରେ ଏହାକୁ ଲାଗୁ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମ ମଡେଲ କ୍ଲାସ୍ ତୃତୀୟରୁ ଅଷ୍ଟମ ଅନ୍ୟଟି ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଲାଗୁ କରାଯିବ। ୧୦ ପୃଷ୍ଠା ଭିତରେ ଭାରତୀୟ ସେନାର ସାହାସ ଏବଂ ଶକ୍ତି ସାମର୍ଥ୍ୟକୁ ଦର୍ଶାଯିବ।

    ହେଲେ ଏହାର ବିଧିବଦ୍ଧ ସୂଚନା ଏବେଯାଏଁ NCERT ପକ୍ଷରୁ ଜାରି କରାଯାଇନାହିଁ। ତେବେ ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣ ଭାରତୀୟଙ୍କର ଜୀବନ ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ‘ଅପରେସନ୍ ସିନ୍ଦୂର’। ପିଲାଏ ପଢ଼ିବେ ‘ଅପରେସନ୍ ସିନ୍ଦୂର’। ବହିରେ ଆସିବ ସେନାଙ୍କ ସୌର୍ଯ୍ୟ, ଅପରେସନ୍ ସିନ୍ଦୂରର କାହାଣୀ। NCERT ବହିରେ ଆସିବ ଅପରେସନ୍ ସିନ୍ଦୂର। ତୃତୀୟରୁ ଦ୍ୱାଦଶ ଶ୍ରେଣୀ ଯାଏଁ ବହିରେ ଆସିବ। ପ୍ରତମ ମଡେଲ କ୍ଲାସ୍ ତୃତୀୟରୁ ଅଷ୍ଟମ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ