Wednesday, April 1, 2026
38.4 C
Odisha

    ଟ୍ରାଙ୍କୁଲାଇଜ୍ ହେଲା ‘ପଲଙ୍କ’, ୬ଟି ଟିମ୍ ଏହି ଅପରେସନରେ ହୋଇଥିଲେ ସାମିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଟ୍ରାଙ୍କୁଲାଇଜ୍ ହେଲା ‘ପଲଙ୍କ’ । ଭରତପୁର ଜଙ୍ଗଲରେ ୨ ଦିନର ଅପରେସନ ପରେ ଦନ୍ତାହାତୀ ‘ପଲଙ୍କ’କୁ ଟ୍ରାଙ୍କୁଲାଇଜ୍ କରାଗଲା । ୬ଟି ଟିମ୍ ଏହି ଅପରେସନରେ ସାମିଲ ହୋଇଥିଲେ । ହାତୀକୁ ଟ୍ରାଙ୍କୁଲାଇଜ୍ ପରେ ରେଡିଓ କଲାର ବନ୍ଧାଯାଇଛି । ଚନ୍ଦକା ଡିଏଫଓଙ୍କ ତତ୍ତ୍ଵାବଧାନରେ ଚନ୍ଦକା ଡିଭିଜନ ଓ ଭୁବନେଶ୍ୱର RRT ଟିମ ବାନ୍ଧିଲା ରେଡିଓ କଲାର। ଫଳରେ ଏବେ ପଲଙ୍କର ଗତିବିଧି ଉପରେ ନଜର ରଖିପାରିବ ବନବିଭାଗ I ‘ପଲଙ୍କ’କୁ କାବୁ ପରେ ସାତକୋଶିଆ ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ଧରି ଦନ୍ତାହାତୀ ‘ପଲଙ୍କ’ ଆତଙ୍କ ଖେଳାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ