Friday, April 3, 2026
33.6 C
Odisha

    ଟ୍ରେନ ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ, କିରଣ୍ଡୁଲ- ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ

    ଆଗକୁ ପଢନ୍ତୁ

    ଜୟପୁର : ଟ୍ରେନ ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ । ପୁଣି ଟ୍ରାକ୍ ରେ ପଥର ପଡ଼ିବା ଯୋଗୁ ଅଟକିଲା ଟ୍ରେନ୍ । ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼କୁ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଲ କେକେ ରେଳପଥରେ ଘଟିଛି ଅଘଟଣ । ରେଳ ଧାରଣା ଉପରେ ପଥର ଖଣ୍ଡ ପଡ଼ିବା ଫଳରେ କିରଣ୍ଡୁଲ- ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ