Sunday, April 5, 2026
25.5 C
Odisha

    ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା ଭସାଣି ସମୟରେ ଡିଜେ ବାଜୁଥିଲା। ଏହି ସମୟରେ ଲୋକମାନେ ନାଚୁଥିଲେ ଏବଂ ବୁଲୁଥିଲେ। ୧୩ ବର୍ଷିୟ ସମର ବିଲାଉର୍‌ ଭିଡ଼ରେ ଠିଆ ହୋଇଥିଲେ। ପ୍ରଚଣ୍ଡ ଡିଜେ ସାଉଣ୍ଡ ଯୋଗୁ ସମର ତଳେ ପଡିଯାଇଥିଲେ। ପରିବାର ସଦସ୍ୟମାନେ ସାଉଣ୍ଡ କମାଇବାକୁ କହିଥିଲେ, କିନ୍ତୁ ଡିଜେ କେହି ବନ୍ଦ କରି ନ ଥିଲେ। ସମରଙ୍କୁ ତୁରନ୍ତ ନର୍ମଦା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମରର ମା’ ଏବେ ନ୍ୟାୟ ଦାବି କରୁଛନ୍ତି। ସେ ଡିଜେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ