Tuesday, September 29, 2026
23.1 C
Odisha

    ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ପରୀକ୍ଷା-୨୦୨୬ ପାଇଁ ଅନଲାଇନ୍‌ ପଞ୍ଜୀକରଣ ଅବଧି ବୃଦ୍ଧି

    ଆଗକୁ ପଢନ୍ତୁ

    କଟକ : ଲଗାଣ ବର୍ଷା ଓ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ପରୀକ୍ଷା-୨୦୨୬ ପାଇଁ ଅନଲାଇନ୍‌ ପଞ୍ଜୀକରଣ ଅବଧି ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ।ପୂର୍ବରୁ ଅନଲାଇନ୍‌ ପଞ୍ଜୀକରଣର ଶେଷ ତାରିଖ ସେପ୍ଟେମ୍ବର ୬ ତାରିଖ ଥିଲା । ଏବେ ଏହାକୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଅନଲାଇନ୍‌ ପଞ୍ଜୀକରଣ ପରେ ଫର୍ମ ଦାଖଲ କରିବାର ଶେଷ ସମୟ ସେପ୍ଟେମ୍ବର ୧୦ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରହିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ରେ ଏହି ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ