Thursday, October 8, 2026
21.5 C
Odisha

    ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା, ୯ ମୃତ

    ଆଗକୁ ପଢନ୍ତୁ

    ତାମିଲନାଡୁ : ତାମିଲନାଡୁ ତିରୁଚିରାପଲ୍ଲୀ-ଚେନ୍ନାଇ ହାଇୱେରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟାୟାର ଫାଟି ଯିବାରୁ ନିୟନ୍ତ୍ରଣ ହରାଇ ଏସୟୁଭି ଓ କାରକୁ ବାଡେଇଲା ବସ୍ । ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସରକାରୀ ବସଟିର ଚକ ହଠାତ ଫାଟିଯିବାରୁ ବସ୍ ନିୟନ୍ତ୍ରଣ ହରାଇ ଏକ ଏସୟୁଭି ଓ କାରକୁ ଧକ୍କା ଦେଇଥିଲା । ଦୁଇ ଗାଡିରେ ଥିବା ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ , ଅନ୍ୟ ଦୁଇଜଣ ବାଟୋଇ ଥିବା ଜଣାପଡିଛି । ଦୁର୍ଘଟଣା ପରେ ବସଟି ଜଳିଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ବର୍ଗକୁ ଅନୁକଂପାମୂଳକ ସହାୟତା ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ