Saturday, March 14, 2026
38.1 C
Odisha

    ତ୍ବଚାରେ ଉଜ୍ବଳତା ଆଣିବା ପାଇଁ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ ଧନିଆ ଏବଂ ଲେମ୍ବୁ ଜୁସ୍

    ଆଗକୁ ପଢନ୍ତୁ

    ସୁସ୍ଥ ତ୍ବଚା ପାଇଁ ସୁସ୍ଥ ଆହାର ନିତାନ୍ତ ଜରୁରୀ । ଯଦି ଆପଣ ଏପରି ନ କରନ୍ତି, ତେବେ ଆପଣଙ୍କ ତ୍ବଚା ରୁକ୍ଷ ଏବଂ ଶୁଷ୍କ ଦେଖାଯାଏ । ଖାଦ୍ଯ ସହିତ ବ୍ଯାୟାମ ଆଉ ସଠିକ୍ ସମୟରେ ଖାଇବା ଆପଣଙ୍କ ତ୍ବଚାକୁ ଅନେକ ଫାଇଦା ଦେଇଥାଏ । ତେଣୁ ତ୍ବଚାରେ ଉଜ୍ବଳତା ପାଇବା ପାଇଁ ଧନିଆ ଓ ଲେମ୍ବୁ ଜୁସ୍ ପିଇ ପାରିବେ ।

    ଧନିଆ ଲେମ୍ବୁ ଜୁସ ଏକ ଏର୍ନଜେଟିକ ଗ୍ରୀନ ଜୁସ୍ । ଏଥିରେ ଆଣ୍ଟି ଇମ୍ଫ୍ଲାମେଣ୍ଟାରୀ ଗୁଣ ଭରପୂର ମାତ୍ରାରେ ରହିଛି । ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ। ଯାହା ଫ୍ରି ରାଡିକଲ୍ସ ସହିତ ଲଢିବାରେ ସହାୟକ ହୋଇଥାଏ ।

    ଫ୍ରି ରାଡିକିଲ୍ସ ଗତିବିଧି ଏକ ବିପଦପୂର୍ଣ୍ଣ ପ୍ରତିକ୍ରିୟା । ଯାହା ଆମ ଶରୀରରେ ଅତ୍ଯାଧିକ ଅକ୍ସିଡେଟିଭ ଷ୍ଟ୍ରେସ ରହିଥାଏ । ଏହା ଦ୍ବାରା ତ୍ବଚାରେ ବୟସ ବଢିବା ଭଳି ଦେଖାଯାଏ । ଏହା ଆପଣଙ୍କ ତ୍ବଚାକୁ ସୁସ୍ଥ ଏବଂ ରିଙ୍କଲ୍ସ ସ୍ଷ୍ଟି କରିଥାଏ ।

    ଗ୍ରୀନ ଜୁସ ଓଜନ କମ୍ କରିବା ଏବଂ ଡିଟକ୍ସ କରିବା ପାଇଁ ବେଶ ଉପକାରୀ । ଏହା ଆପଣଙ୍କ ସିଷ୍ଟମକୁ ଭଲଭାବେ ସଫଳ କରିଥାଏ । ଏହା ପ୍ରଦୂଷଣ ସହିତ ଲଢିବା ଏବଂ ଜଙ୍କ ଫୁଡ ଖାଇବାରୁ ରୋକିବା ଏବଂ ଶରୀରକୁ ଡିଟକ୍ସ କରିଥାଏ ।

    ଏଥିରେ କମ୍ କ୍ଯାଲୋରୀ ହେବା କାରଣରୁ ଓଜନ କମ୍ କରିବାରେ ସହାୟକ ହୋଇଥାଏ । ଏହି ଜୁସ୍ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ଧନିଆ ପତ୍ର ପେଷ୍ଟ ଏବଂ ଏକ ଚାମଚ ଲେମ୍ବୁ ରସରେ ଆବଶ୍ଯକତା ଅନୁସାର ପାଣି ଦେଇ ପିଇପାରିବେ । ଆପଣ ଚାହିଁଲେ ଏଥିରେ ଚାଟ୍ ମସଲା ବ୍ଯବହାର କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ