Friday, March 13, 2026
34.7 C
Odisha

    ତ୍ରିକୋଣୀୟ ପ୍ରେମ ସନ୍ଦେହରେ ସୁନ୍ଦରଗଡ଼ରେ ଡବଲ ମର୍ଡ଼ର

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ : ସୁନ୍ଦରଗଡ଼ କୁତ୍ରା ତୁନମରା ପଂଚାୟତ କାଶୀପଡ଼ାରେ ଏକ ଅଭାବନୀୟ ଘଟଣାଘଟିଛି। ଡ୍ରାଇଭରଙ୍କ ଛୁରା ମାଡ଼ରେ ଯୁବକ ଯୁବତୀଙ୍କ ମୃତ୍ୟୁ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ରାଜଗାଙ୍ଗପୁର ରୁମାବାହାଲର ପ୍ରତାପ ଲାକ୍ରା ଏବଂ ମୃତ ଯୁବତୀ ହେଉଛନ୍ତି କାଶୀପଡ଼ା ଗାଁର ଲିପ୍ସା କେର୍କେଟା । ଛୁରାମାଡ଼ କରିଥିବା ଯୁବକ ଫେରାର ଥିବା ବେଳେ କୁତ୍ରା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    11 %
    0.9kmh
    5 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ