Monday, April 6, 2026
24.9 C
Odisha

    ଥଲାପଥି ବିଜୟଙ୍କ ମୋଟ ସମ୍ପତ୍ତି କେତେ

    ଆଗକୁ ପଢନ୍ତୁ

    ସୁପରଷ୍ଟାର ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ବିଜୟ ଥଲାପଥି ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ବଡ଼ ବ୍ୟକ୍ତିତ୍ୱ। ବଡ ବ୍ଲକବଷ୍ଟର ଫିଳ୍ମ ଦର୍ଶକଙ୍କୁ ଭେଟିଦେବା ପରେ ସେ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିଛନ୍ତି। ବିଜୟଙ୍କ ସଫଳତା ଏବଂ ତାଙ୍କ ଜୀବନଶୈଳୀକୁ ଦେଖିଲେ ନିଶ୍ଚିତ ଭାବରେ ମନରେ ପ୍ରଶ୍ନ ଆସେ ସେ କେତେ ଟଙ୍କା ରୋଜଗାର କରୁଥିବେ। ବିଜୟଙ୍କ ପାଖରେ ସମୁଦ୍ରକୂଳ ବଙ୍ଗଳା ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ କୋଟି ଟଙ୍କାର ହାଇ ଏଣ୍ଡ କାର ପର୍ଯ୍ୟନ୍ତ ସବୁକିଛି ଅଛି ।
    ବିଜୟଙ୍କ ଦ୍ୱାରା ସମୁଦ୍ର କୂଳରେ ନିର୍ମିତ ବଙ୍ଗଳା ହଲିଉଡ ତାରକା ଟମ କ୍ରୁଜଙ୍କ ସମୁଦ୍ରକୂଳ ଘର ଦ୍ୱାରା ଅନୁପ୍ରାଣିତ ହୋଇଛି। ଥାଲାପାଥିଙ୍କୁ ‘ରୋଲ୍ସ ରଏସ ଘୋଷ୍ଟ’ କୁହାଯାଏ। କେବଳ ରୋଲ୍ସ ରଏସ ନୁହେଁ, ଦୁଇଟି ବିଏମଡବ୍ଲୁ ଏସୟୁଭି ସହିତ ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ମଧ୍ୟ ଅଛି। ବିଜୟଙ୍କ ବାର୍ଷିକ ଆୟ ୧୦୦ ରୁ ୧୨୦ କୋଟି। ତାଙ୍କ ଆୟ କେବଳ ଚଳଚ୍ଚିତ୍ରରୁ ନୁହେଁ,ସେ ଅନେକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମଧ୍ୟ କରନ୍ତି। ବିଜୟ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବାର୍ଷିକ ୧୦ କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କ ମୋଟ ସମ୍ପତ୍ତି ୬୦୦ କୋଟିରୁ ଅଧିକ।
    ବିଚୟ ଚଳିତ ବର୍ଷ ଫେବୃଆରୀରେ ତାଙ୍କ ପାର୍ଟି ପ୍ରତିଷ୍ଠା କରିଥିଲେ। ତାଙ୍କ ଦଳର ନାମ ହେଉଛି ତାମିଲାଗା ଭେଟ୍ରି କାଜଗାମ (TVK)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ