Friday, September 11, 2026
27.3 C
Odisha

    ଦମ୍ ଦେଖାଇଲା ଭାରତୀୟ ନୌସେନା; ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ୧୭ ଜଣ ନାବିକଙ୍କୁ ଉଦ୍ଧାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ମହାସାଗରରେ ୪୦ଘଣ୍ଟାର କଠିନ ଅପରେସନ୍ ପରେ ୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ସୋମାଲିଆ ଜଳଦସ୍ୟୁଙ୍କୁ କାବୁ କରିଛି ଭାରତୀୟ ନୌସେନା ।ସୂଚନା ଅନୁସାରେ, ସୋମାଲିଆ ଜଳଦସ୍ୟୁମାନେ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରିନେଇଥିଲେ । ଏହାସହ ଏଥିରେ ଥିବା ନାବିକମାନଙ୍କୁ ମଧ୍ୟ ପଣବନ୍ଦୀ ରଖିଥିଲେ । ହେଲେ ଏହି ଜାହାଜକୁ ଠାବ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଭାରତୀୟ ନୌସେନା। ନୌସେନା ଏହି କାମରେ ଯୁଦ୍ଧ ଜାହାଜ ଆଇଏନଏସ କୋଲକାତା ଓ ଆଇଏନଏସ୍ ସୁଭଦ୍ରାକୁ ଲଗାଇଥିଲା । ଏହାସହ ମାର୍କୋସ୍ କମାଣ୍ଡୋମାନେ ମଧ୍ୟ ନିଯୁକ୍ତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    81 %
    1.6kmh
    97 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ