Wednesday, April 1, 2026
25.1 C
Odisha

    ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ସହ ଘନ କୁହୁଡି

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ସରକାରୀ ରିପୋର୍ଟ ଅନୁସାରେ ପାରଦ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି। ରବିବାର ଭୋର ୬ ଟା ସୁଧା ଦାରିଙ୍ଗବାଡିରେ ସର୍ବନିମ୍ମ ତାପମାତ୍ରା ୮. ୫ ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯାହାକି ଉକ୍ତ ବ୍ଲକର ଦୁର୍ଗମ ତଥା ଗାଁ ଗୁଡିକରେ ଏହାଠାରୁ ଆହୁରି କମ ତାପମାତ୍ରା ରହିଥିବା ଆଶଙ୍କା କରାଯାଇଛି। ଗତ କିଛିଦିନ ହେଲା ଦାରିଙ୍ଗବାଡିକୁ ଛାଡି ତାର ତଳିଆ ଅଞ୍ଚଳ ଶ୍ରାନିକେତା, ସିମନବାଡି, କିରିକୁଟି, ବାଡାବାଙ୍ଗା, ତିଲୋରୀ, ବୁଡଗୁଡା, ଗୁମିକିଆ, ପର୍ତ୍ତମାହା, ଭ୍ରମ୍ରବାଡି, ର୍ସିକାବର୍ଗ ଆଦି ଅଞ୍ଚଳରେ ଘନ କୁହୁଡି ଅଚ୍ଛାଦିତ ହୋଇ ରହୁଛି। ଫଳରେ ଶୀତ ଦ୍ବିଗୁଣିତ ହେଉଥିବା ଜଣାପଡିଛି । ଅସହ୍ୟ ଶୀତ ଯୋଗୁ ଏବେ ସବୁଠି ନିଆଁ ଓ ଗରମ ଜଳ ର ସାହାରା ନେଉଛନ୍ତି ଅଞ୍ଚଳବାସୀ। ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ