Saturday, July 4, 2026
24.1 C
Odisha

    ପ୍ରେମ ପାଇଁ ଆତ୍ମହତ୍ୟା; ହୋଟେଲ ଛାତ ଉପରୁ ଡେଇଁ ପଡିଲେ ଯୁବକ !

    ଆଗକୁ ପଢନ୍ତୁ

    ଏକ ତରଫା ପ୍ରେମର କରୁଣ ପରିଣତି । ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ । ମହିଳାଙ୍କ ସହ ପାଟିତୁଣ୍ଡ ପରେ ହୋଟେଲ ଛାତରୁ ଡେଇଁ ଯୁବକ ଆତ୍ମହତ୍ୟା କରିଥିବା ସୂଚନା । ସୂଚନା ଅନୁସାରେ, ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଥିବା ଏକ ଓୟୋ ରୁମ ପଛପଟୁ ଜଣେ ଯୁବକଙ୍କୁ ମୃତଦେହ ମିଳିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହାସହିତ ସିସିଟିଭି ଫୁଟେଜ ଆଧାରରେ ମଧ୍ୟ ତଦନ୍ତ ଜାରି ରଖିଛି । ତେବେ ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଦୀପକ ନାୟକ, ତାଙ୍କ ଘର ନୟାଗଡ଼ ରଣପୁରର ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    95 %
    1.3kmh
    100 %
    Sat
    27 °
    Sun
    26 °
    Mon
    26 °
    Tue
    32 °
    Wed
    31 °

    ସମ୍ବନ୍ଧିତ