Thursday, March 12, 2026
22 C
Odisha

    ଧବଳେଶ୍ୱର ପୀଠରେ ଆଜିଠୁ ପଞ୍ଚୁକ ଆରମ୍ଭ

    ଆଗକୁ ପଢନ୍ତୁ

    କଟକ : ବାବା ଧବଳେଶ୍ୱରଙ୍କ ପୀଠରେ ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି । କଟକର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ୱରଙ୍କ ଦର୍ଶନ ଲାଗି ସକାଳୁ ସକାଳୁ ପ୍ରବଳ ଭିଡ଼ ଜମିଛି । ପଞ୍ଚୁକ ଓ ବଡଓଷା ପାଇଁ ତିନୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ଓ ୧୪ଟି ସ୍ଥାନରେ ଟ୍ରାଫିକ୍‌ ପୋଷ୍ଟ ହେବ । ଏହାସହିତ ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ ବୋଲି ସୂଚନା ମିଳିଛି । ପୁରୀରେ ଆସନ୍ତା କାଲିଠାରୁ ପଞ୍ଚୁକ ପାଳନ କରାଯିବ । ଏଥର ପଞ୍ଚୁକ ୪ଦିନ ପଡୁଥିବାରୁ ପୁରୀରେ କାଲି ପାଳନ ନେଇ ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    2.2kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    38 °
    Mon
    37 °

    ସମ୍ବନ୍ଧିତ