Thursday, January 29, 2026
17.6 C
Odisha

    ଧାନ କିଣାକୁ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଦୂର ହେବ କି ଅଚଳାବସ୍ଥା, ମିଲର୍ସଙ୍କ କିଛି ଦାବି ମାନିଛନ୍ତି ସରକାର

    ଆଗକୁ ପଢନ୍ତୁ

    ସ୍ୱାଭାବିକ ହେଲା ଧାନ ଉଠା ପ୍ରକ୍ରିୟା । ଯୋଗାଣ ମନ୍ତ୍ରୀଙ୍କ ସୂଚନା । ୧୯ ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ମିଲର୍ସ ମାନଙ୍କ କିଛି ଦାବିଙ୍କୁ ମାନିଛନ୍ତି ସରକାର, ଏନେଇ ସରକାରଙ୍କର ପକ୍ଷରୁ ନିର୍ଦେଶ ନାମା ଜାରି ହୋଇଛି। ଗତକାଲି ମିଲର୍ସ ସଙ୍ଘ ସହିତ ଆଲୋଚନା ହୋଇଥିଲା । ଆଲୋଚନା ପରେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇଛି । ୧୯ ଜିଲ୍ଲାରେ ଏଯାବତ୍ ୧ଏ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ୩ ଲକ୍ଷ ୧୫ ହଜାର ୪୩୧ ଜଣ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି । ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ୍ ଟନ୍ ଧାନ ମିଲର ଉଠାଇଛନ୍ତି । ଧାନ କିଣା ପ୍ରକ୍ରିୟା ସ୍ବାଭାବିକ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.6 ° C
    17.6 °
    17.6 °
    63 %
    2.1kmh
    1 %
    Wed
    17 °
    Thu
    31 °
    Fri
    31 °
    Sat
    32 °
    Sun
    33 °

    ସମ୍ବନ୍ଧିତ