Tuesday, April 7, 2026
25.2 C
Odisha

    ଧାନ ଟ୍ରାକ୍ଟର ଓଲଟି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ଧାନ ଟ୍ରାକ୍ଟର ଓଲଟି ଦୁଇ ମୃତ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବ୍ଯାସନଗରରେ। ଦୁଇ ମୃତକ ଭଉଣୀ ବୋଲି ଜଣାଯାଇଛି।ସୂଚନ‌ା ଅନୁଯାୟୀ, ଯାଜପୁର ରୋଡ୍ ଥାନା ଯୋଡ଼ାବର ନିକଟରେ ଜଣେ ଚାଳକ ଏକ ଟ୍ରାକ୍ଟର ଧାନ ଅମଳ ମେସିନ୍ ନେଇ ଯାଉଥିବା ବେଳେ ଓଲଟିପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇଭଉଣୀଙ୍କ ପ୍ରାଣହାନି ଘଟିବା ସହ ଟ୍ରାକ୍ଟର ଡ୍ରାଇଭର ଗୁରୁତର ହୋଇଥିଲେ। ମୃତକମାନଙ୍କର ବୟସ ୧୪ ଓ ୧୧ ବର୍ଷ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ