Wednesday, April 1, 2026
30.8 C
Odisha

    ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହିତ ସମ୍ପର୍କ ଭାଙ୍ଗିଲେ ସାନ ଭାଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଧାର୍ମିକ ପ୍ରଚାରକ ଆଚାର୍ଯ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ବାଗେଶ୍ୱର ନାମରେ ଜଣାଶୁଣା। ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସାନଭାଇଙ୍କ ନାମ ହେଉଛି ଶାଲିଗ୍ରାମ ଓରଫ ସୌରଭ ଗର୍ଗ। ସୌରଭଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ତାଙ୍କର ସମସ୍ତ ସମ୍ପର୍କ ଭାଙ୍ଗିବା କଥା କହୁଥିବାର ନଜର ଆସିଛନ୍ତି।

    ମୁଁ ଚାହୁଁଛି ଆଗାମୀ ଦିନରେ ଏପରି ନହେଉ। ସେଥିପାଇଁ  ଆଜିଠାରୁ ମୋର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହ କୌଣସି ସମ୍ପର୍କ ନାହିଁ। ମୁଁ ମୋର ଏହି ନିଷ୍ପତ୍ତି ସମ୍ପର୍କରେ ପରିବାର କୋର୍ଟଙ୍କୁ ଜଣାଇ ଦେଇଛି। କାରଣ ମୁଁ ଆଇନଗତ ଭାବେ ବି ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହିତ ସମ୍ପର୍କ ଭାଙ୍ଗିବାକୁ ଚାହୁଁଛି।
    ତେଣୁ ମୋର ଅନୁରୋଧ ଆଗାମୀ ଦିନରେ ମୋର କୌଣସି କାମକୁ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହିତ ଯୋଡ଼ିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ