Saturday, February 21, 2026
25.7 C
Odisha

    ନକଲି ସାର ବିକିଲେ ଯିବେ ଜେଲ୍ : ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଆଜିକାଲି ବ୍ୟବସାୟୀମାନେ ନକଲି ସାର କୃଷକମାନଙ୍କୁ ବିକ୍ରିକରି ଠକୁଛନ୍ତି ଏବଂ ସାର ପାଇଁ ଉପଯୁକ୍ତ ମୂଲ୍ୟ ମଧ୍ୟ ନେଉଛନ୍ତି। ଯାହା ଫଳରେ ଚାଷୀମାନେ ଠକାମୀର ଶିକାର ହେଉଛନ୍ତି। ଚାଷୀ ତ ସାର ଆଣି କ୍ଷେତରେ ପକାଇଲା କିନ୍ତୁ କିଛି ଫସଲ ଫଳିଲାନି। ଏସବୁକୁ ଦୃଷ୍ଟିରେ ରଖି ନକଲି ସାର ବିକିଲେ ଜେଲ୍ ଯିବାନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । “ଏ ନେଇ ଜିଲ୍ଲାପାଳଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଧରା ପଡିବେ ସେମାନଙ୍କୁ ଜେଲ୍ ପଠାଯିବ” । କୃଷକମାନଙ୍କୁ ଠିକ୍ ସମୟରେ ୟୁରିଆ ସହିତ ଅନ୍ୟାନ୍ୟ ସାର ଉପଲବ୍ଧ କରାଇବାକୁ ଓ ଅବୈଧ ମୂଲ୍ୟ ବୃଦ୍ଧି ରୋକିବାରେ ଏହା ସହାୟକ ହେବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    24 %
    1.4kmh
    2 %
    Sat
    28 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ