ଖବରରାଜ୍ୟ ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ, କ୍ୱାରେଣ୍ଟାଇନରେ ରଖାଯିବ ପ୍ରାୟ ଏକ ମାସ By Hemant December 6, 2025 7 0 ଆଗକୁ ପଢନ୍ତୁ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ତଥା ସେଥିରୁ କମ ରହିପାରେ, ପାଣିପାଗ ବିଜ୍ଞାନୀର ଆକଳନ ସାରା ଦିନ ଶରୀରକୁ ଯୋଗାଏ ଶକ୍ତି, ଥରେ ମାତ୍ର ଖାଆନ୍ତୁ ସାଗୁ କାର୍ଗିଲ ହିରୋ କର୍ଣ୍ଣେଲ ୱାଙ୍ଗଚୁକ୍ଙ୍କ ପରଲୋକ ୧୭ ବର୍ଷ ପରେ କର୍ଣ୍ଣେଲ ପୁରୋହିତଙ୍କୁ ବ୍ରିଗେଡିୟର ପାହ୍ୟା Hemant ଭୁବନେଶ୍ୱର : ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ ହୋଇଛି । ଏହି ବିନିମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ୫ଟି ପାଣି ଓଧ, ୨ଟି ଭାରତୀୟ ଧୂସର ଗଧିଆ, ୧୦ ଟି ପଥର କଇଁଛ ଏବଂ ୨ଟି ରୂପେଲି କୁକ୍କୁଟ ଆସିଛି । ସବୁ ଜୀବଜନ୍ତୁଙ୍କୁ ପ୍ରାୟ ଏକ ମାସ କ୍ୱରେଣ୍ଟାଇନରେ ରଖାଯିବ। ପରେ ସେମାନଙ୍କୁ ଖୁଆଡରେ ଛଡ଼ାଯିବ। ପୂର୍ବରୁ ୨୦୦୦ ମସିହାରେ ପାଣି ଓଧ ବଂଶ ନନ୍ଦନକାନନରୁ ଲୋପ ପାଇଯାଇଥିଲ । ବର୍ତମାନ ନନ୍ଦନକାନନରେ ୧୭୭ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି । ନୂଆ ୧୯ ଜୀବଜନ୍ତଙ୍କୁ ପ୍ରତିବଦଳରେ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନକୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ନନ୍ଦନକାନନରୁ ପଠାଯିବ । Continue Reading ଖବରରାଜ୍ୟ TagsNandankanan new gueststate Share FacebookTwitterPinterestWhatsApp Previous articleସାରା ରାଜ୍ୟରେ ଶୀତ ଲହରୀ, ୨ ଡିଗ୍ରି ସେଲସିୟସ ତାପମାତ୍ରାରେ ଥରିଲା ମୟୂରଭଞ୍ଜNext articleବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ ଅନ୍ୟାନ୍ୟ ଖବର ଆସନ୍ତା ୨୦ରେ ମହାନଦୀ ଶୁଣାଣି : ଆଡ୍ଭୋକେଟ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଭୁବନେଶ୍ୱରରେ ପହଞ୍ଚିଲା ୫ କେଜିଆ ଗ୍ୟାସ ସିଲିଣ୍ଡର : ବିନା ପ୍ରମାଣପତ୍ରରେ ମିଳିବ, ପ୍ରି ବୁକିଂ ର ନାହିଁ ଆଵଶ୍ୟକତା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ, ୧୩ ରୁ ଭିତର ରତ୍ନଭଣ୍ଡାରର ହେବ ଗଣତି ମଣତି ୧୭୦୦ କୋଟି ଟଙ୍କା କଲେକ୍ସନ କଲା ଧୁରନ୍ଧର ୨ ଫିଲ୍ମ, ସଫଳତା ପରେ ମହାକାଳଙ୍କୁ ଦର୍ଶନ କଲେ ସାରା ଅର୍ଜୁନ ବୃନ୍ଦାବନ ଡଙ୍ଗା ଦୁର୍ଘଟଣା ପାଇଁ ମୋଦିଙ୍କ ଗଭୀର ଶୋକ ପ୍ରକାଶ, ଆର୍ଥିକ ସହାୟତାର କଲେ ଘୋଷଣା ପାଣିପାଗ Odisha clear sky enter location 27.5 ° C 27.5 ° 27.5 ° 15 % 1.5kmh 0 % Sat 28 ° Sun 40 ° Mon 42 ° Tue 43 ° Wed 43 ° ସମ୍ବନ୍ଧିତ ଆସନ୍ତା ୨୦ରେ ମହାନଦୀ ଶୁଣାଣି : ଆଡ୍ଭୋକେଟ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଭୁବନେଶ୍ୱରରେ ପହଞ୍ଚିଲା ୫ କେଜିଆ ଗ୍ୟାସ ସିଲିଣ୍ଡର : ବିନା ପ୍ରମାଣପତ୍ରରେ ମିଳିବ, ପ୍ରି ବୁକିଂ ର ନାହିଁ ଆଵଶ୍ୟକତା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ, ୧୩ ରୁ ଭିତର ରତ୍ନଭଣ୍ଡାରର ହେବ ଗଣତି ମଣତି ଆଜି ଛେନାପୋଡ଼ ଦିବସ