Monday, October 19, 2026
21.6 C
Odisha

    ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ, କ୍ୱାରେଣ୍ଟାଇନରେ ରଖାଯିବ ପ୍ରାୟ ଏକ ମାସ

    ଆଗକୁ ପଢନ୍ତୁ

    ପୂର୍ବରୁ ୨୦୦୦ ମସିହାରେ ପାଣି ଓଧ ବଂଶ ନନ୍ଦନକାନନରୁ ଲୋପ ପାଇଯାଇଥିଲ ।  ବର୍ତମାନ ନନ୍ଦନକାନନରେ ୧୭୭ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି ।  ନୂଆ ୧୯ ଜୀବଜନ୍ତଙ୍କୁ ପ୍ରତିବଦଳରେ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନକୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ନନ୍ଦନକାନନରୁ ପଠାଯିବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ