Monday, January 26, 2026
17.5 C
Odisha

    ନନ୍ଦନକାନନରେ ସିମ୍ପାଜି ଜୁଲୁର ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ନନ୍ଦନକାନନରେ ସିମ୍ପାଜି ଜୁଲୁର ୩୦ ତାରିଖ ସକାଳେ ଅର୍ଥାତ ଆଜି ସକାଳେ ମୃତ୍ୟୁ ହୋଇଛି । ୧୨ ଅକ୍ଟୋବର ୧୯୮୮ରେ ସିଙ୍ଗାପୁର ଚିଡିଆଖାନାରେ ଜନ୍ମଗ୍ରହଣ କରିଥିବା ଜୁଲୁ ୧୬ ମେ ୧୯୯୪ରେ ନନ୍ଦନକାନନ ଆସିଥିଲା । ୩୬ ବର୍ଷ ବୟସରେ ଜୁଲୁର ବୟସାଧିକ କାରଣରୁ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ତରଫରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.5 ° C
    17.5 °
    17.5 °
    37 %
    2kmh
    0 %
    Sun
    17 °
    Mon
    31 °
    Tue
    31 °
    Wed
    33 °
    Thu
    33 °

    ସମ୍ବନ୍ଧିତ