Wednesday, September 23, 2026
23.7 C
Odisha

    ଜାନୁଆରୀ ୭ରେ ପାଳନ ହେବ ଆଦିବାସୀଙ୍କ ସୁଲିଆ ଯାତ୍ରା

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା ପାଳନ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ପରମ୍ପରା ଅନୁସାରେ ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    98 %
    2.4kmh
    100 %
    Wed
    26 °
    Thu
    26 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ