Wednesday, October 14, 2026
24.1 C
Odisha

    ନନ୍ଦନକାନନରେ ସିମ୍ପାଜି ଜୁଲୁର ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ନନ୍ଦନକାନନରେ ସିମ୍ପାଜି ଜୁଲୁର ୩୦ ତାରିଖ ସକାଳେ ଅର୍ଥାତ ଆଜି ସକାଳେ ମୃତ୍ୟୁ ହୋଇଛି । ୧୨ ଅକ୍ଟୋବର ୧୯୮୮ରେ ସିଙ୍ଗାପୁର ଚିଡିଆଖାନାରେ ଜନ୍ମଗ୍ରହଣ କରିଥିବା ଜୁଲୁ ୧୬ ମେ ୧୯୯୪ରେ ନନ୍ଦନକାନନ ଆସିଥିଲା । ୩୬ ବର୍ଷ ବୟସରେ ଜୁଲୁର ବୟସାଧିକ କାରଣରୁ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ତରଫରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ