Sunday, March 22, 2026
23.7 C
Odisha

    ନନ୍ଦନକାନନର ସର୍ଭର ଡାଉନ: ମିଳୁନି ଟିକେଟ୍, ପର୍ଯ୍ୟଟକ ହନ୍ତସନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର :  ନନ୍ଦନକାନନର ସର୍ଭର ଡାଉନ ପାଇଁ ପର୍ଯ୍ୟଟକ ହେଉଛନ୍ତି ହନ୍ତସନ୍ତ ।  ଅଫଲାଇନ ଟିକେଟ କାଉଣ୍ଟର ବନ୍ଦ ଥିବା ଯୋଗୁ ମିଳିପାରୁନି ଟିକେଟ ।  ଫଳରେ ନନ୍ଦନକାନନ ମୁଖ୍ୟ ଫାଟକ ସମ୍ମୁଖରେ ଶତାଧିକ ପର୍ଯ୍ୟଟକ ଭିଡ଼ ଜମାଇଛନ୍ତି । ରବିବାର ଛୁଟି ଦିନ ଥିବାରୁ ନନ୍ଦନକାନନ ଆଗରେ ପ୍ରବଳ ଭିଡ଼ ଜମିଛି । ତେଣୁ ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ