Wednesday, April 8, 2026
23.9 C
Odisha

    ନିଜକୁ ଡାକ୍ତର ପରିଚୟ ଦେଇ ଲୁଟି ନେଲେ ୨୨ ଲକ୍ଷ ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମାଟ୍ରିମୋନୀଆଲ ସାଇଟରୁ ବଡ଼ ଠକେଇ । ନିଜକୁ ଡାକ୍ତର ପରିଚୟ ଦେଇ ଲୁଟି ନେଲେ ୨୨ ଲକ୍ଷ ଟଙ୍କା । ମାଟ୍ରିମୋନିଆଲ ସାଇଟରେ ଫେକ ଡାକ୍ତର ପ୍ରୋଫାଇଲ କରି ଯୁବତୀଙ୍କୁ ଠକିଥିବା ଅଭିଯୋଗ । ଅଭିଯୁକ୍ତ ଠକକୁ ଗିରଫ କରିଛି କମିଶନରେଟ ପୁଲିସ । ଠକାମୀର ଶୀକାର ହୋଇଥିବା ଜଣେ ଯୁବତୀଙ୍କ ଅଭିଯୋଗ କରିବା ପରେ ଗିରଫ କରାଯାଇଛି । ଅଭିଯୁକ୍ତ ରଞ୍ଜୀବ ପ୍ରଧାନ ନିଜକୁ ପ୍ରକାଶ ପ୍ରଧାନ ନାମରେ ଡାକ୍ତରର ପରିଚୟ ଦେଇ ତାଙ୍କ ଭାଇ ତୁଷାର ପ୍ରଧାନର ବାହାଘର ପାଇଁ ପ୍ରସ୍ତାବ ପକାଇଥିଲା I ନିଜର ପେଟ୍ରୋଲ ପମ୍ପ ପାଇଁ ୫ ଲକ୍ଷ, ସ୍ୱାସ୍ଥ୍ୟ ବାବଦକୁ ଟଙ୍କା ଓ ବିଭିନ୍ନ ପର୍ଯ୍ୟୟରେ ୨୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି I ତେଵେ ମାଟ୍ରିମୋନିଆଲ ସାଇଟରେ ଅଭିଯୁକ୍ତ ଜଣକ ଏଭଳି କେତେ ଯୁବତୀଙ୍କୁ ଠକିଛି ସେନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ I

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ