Sunday, July 27, 2025
27.1 C
Odisha

    ନିର୍ମାଣଭିତରେ ଭୁଷୁଡିଲା ଦେଶର ସର୍ବବୃହତ ବ୍ରିଜ,୧୨ଗୁୁରୁତର

    ଆଗକୁ ପଢନ୍ତୁ

    ଭୁଷୁଡିଲା ନିର୍ମାଣଧୀନ ଦେଶର ସର୍ବବୃହତ ବ୍ରିଜ । ବିହାରରେ ନିର୍ମାଣଧୀନ ସୁପୋଲ ବ୍ରିଜର କିଛି ଭାଗ ଭାଙ୍ଗିବା ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନିର୍ମାଣଧିନ ବ୍ରିଜ ପାଇଁ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୯ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବ୍ରିଜର ଭଗ୍ନାଶେଷ ତଳେ ଆଉ କିଛି ଶ୍ରମିକ ଫସି ରହିଥିବାବେଳେ ସେମାନଙ୍କ ଉଦ୍ଧାରକାମ ଚାଲିଛି । କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରୋଜେକ୍ଟରେ ତିଆରି ହେଉଛି ଦେଶର ସର୍ବବୃହତ । ଶୁକ୍ରବାର ସକାଳୁ ଏହାର କିଛି ଅଂଶ ଭାଙ୍ଗିପଡିଥିଲା । ପ୍ରାୟ ୧୨ଶହ କୋଟି ବଜେଟରେ ଏହାର ନିର୍ମାଣ କରାଯାଉଛି । ବ୍ରିଜର ଲମ୍ବ ରହିଛି ଦୀର୍ଘ ୧୪କିଲୋମିଟର । ୨୦୨୩ରେ ନିର୍ମାଣ ଶେଷ ଲକ୍ଷ୍ୟ ରଖାଯାଇଥିଲେ ବି କରୋନା ପାଇଁ ନିର୍ମାଣ କାମ ଅଟକିଥିଲ । ମଧୁବନୀ ଓ ସୁପୋଲକୁ ମୁଖ୍ୟତ ଯୋଡିବ ଏହି ବ୍ରିଜ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    78 %
    3.3kmh
    97 %
    Sun
    27 °
    Mon
    29 °
    Tue
    27 °
    Wed
    26 °
    Thu
    31 °

    ସମ୍ବନ୍ଧିତ