Friday, June 19, 2026
37 C
Odisha

    ଶାନ୍ତି ଆଲୋଚନା ବିଫଳ ପରେ ପୁଣି ତେଜିଲା ଇରାନ-ଆମେରିକା ଉତ୍ତେଜନା, ଇରାନକୁ ଘେରିବାକୁ ଟ୍ରମ୍ପଙ୍କ ଚେତାବନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପୁଣି ତେଜିଲା ଇରାନ – ଆମେରିକା ଉତ୍ତେଜନା । ନାଭାଲ ବ୍ଲକେଡ କରିବାକୁ ଟ୍ରମ୍ପଙ୍କ ଧମକ । ଇରାନକୁ ଘେରିବାକୁ ଟ୍ରମ୍ପଙ୍କ ବଡ଼ ଚେତାବନୀ । ହର୍ମୁଜ ପ୍ରଣାଳୀ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା ନୌସେନା । ପାକିସ୍ତାନରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା କୌଣସି ସମାଧାନ ବିନା ଶେଷ ହେବା ପରେ ଟ୍ରମ୍ପ କଠୋର ଆଭିମୂଖ୍ୟ ପ୍ରଦର୍ଶନ କରିଛନ୍ତି । ଇରାନର ତେଲ ରପ୍ତାନି ବନ୍ଦ କରିବା ପାଇଁ ଆମେରିକା “ନାଭାଲ ବ୍ଲକେଡ୍” ବା ସାମୁଦ୍ରିକ ଅବରୋଧ କରିପାରେ ବୋଲି ତେଚାବନୀ ଦେଉଛନ୍ତି ଟ୍ରମ୍ପ । ଆମେରିକା ସେନା ହର୍ମୁଜରୁ ଇରାନର ବିସ୍ଫୋରକ ହଟାଇବା କାମ ଆରମ୍ଭ କରିଦେଇଛି । ଏପଟେ ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ରୁଷିଆ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ