Thursday, September 19, 2024
23 C
Odisha

    ନୂଆ ନର୍ସିଂ ଟ୍ରେନିଂ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ ଆରମ୍ଭ :DMET

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ନର୍ସେସ ଆଣ୍ଡ ମିଡୱାଇଭସ ରେଜିଷ୍ଟ୍ରେସନ କାଉନସିଲ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।୨୦୨୫-୨୬ ସେସନ ପାଇଁ ବିଭିନ୍ନ ନର୍ସିଂ ପାଠ୍ୟକ୍ରମ ପାଇଁ ନୂଆ ନର୍ସିଂ ଟ୍ରେନିଂ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆବେଦନ ଆହ୍ୱାନ କରାଯାଇଛି ।  ଜୁଲାଇ ୩୧ରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୧୬ରେ ସମାପ୍ତ ହେବ । ଶେଷ ତାରିଖ ପରେ କୌଣସି ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ । କୌଣସି ମାନୁଆଲ ଆପ୍ଲିକେସନକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ । ଆବେଦନର ଗାଇଡଲାଇନ୍ସ, ପେମେଣ୍ଟ ବାବଦରେ ସବିଶେଷ ତଥ୍ୟ ମେଡିକାଲ ଶିକ୍ଷା ଓ ଟ୍ରେନିଂ ନିର୍ଦ୍ଦେଶାଳୟ (ଡିଏମଇଟି), ଓଡ଼ିଶାର ୱେବସାଇଟରେ ଉପଲବ୍ଧ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ