Saturday, March 14, 2026
23.2 C
Odisha

    ପଇଡ଼ ପାଣିରେ କେତେ ବଢେ ସୁଗାର ଲେବଲ୍‌, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

    ଆଗକୁ ପଢନ୍ତୁ

    ପଇଡ଼ ପାଣିକୁ ନେଚୁରାଲ ଏନର୍ଜୀ ଡ୍ରିଙ୍କର ନାମ ଦିଆଯାଇଥାଏ। ଖରାରେ ଏହା ସବୁଠୁ ଅଧିକ ସେବନ କରାଯାଇଥାଏ। ଏହା ଶରୀରକୁ ହାଇଡ୍ରେଟ୍ କରିବା ସହ ଇଲେକ୍ଟ୍ରୋଲାଇଟ୍ସକୁ ପୂରଣ କରିଥାଏ। ହେଲେ ଆପଣ ଜାଣିଛନ୍ତି କି, ଏହି ପାଣି ପିଇବା ଦ୍ୱାରା ଆମର କେତେ ବଢିଯାଏ ସୁଗାର ଲେବଲ୍‌? ଆସନ୍ତୁ ଜାଣିବା ଏହି ବିଷୟରେ..

    ପଇଡ଼ ପାଣିରେ ଥିବା ମିଠାପଣ ପ୍ରାକୃତିକ ଅଟେ। ଯାହା ମୁଖ୍ୟ ରୂପେ ଗ୍ଲୁକୋଜ ଏବଂ ପ୍ରକ୍ଟୋଜ ଭଳି ସୁଗାର ତତ୍ତ୍ୱରେ ଆସିଥାଏ। ଏକ ମଧ୍ୟମ ଆକାରର ସବୁଜ ପଇଡ଼ରେ ହାରାହାରି ୨୦୦-୨୫୦ ମିଲି ପାଣି ଥାଏ, ଯେଉଁଥିରେ ହାରାହାରି ୫-୬ ଗ୍ରାମର ନେଚୁରାଲ ସୁଗାର ହୋଇପାରେ। ଏହି ମାତ୍ରା ଖୁବ ଅଧିକ ନୁହେଁ, ହେଲେ ସଂପୂର୍ଣ୍ଣ ଭାବେ ଜିରୋ ବି ନୁହେଁ। ଏଥିରେ ଏହାର ସନ୍ତୁଳିତ ମାତ୍ରାରେ ସେବନ କରିବା ଉଚିତ୍‌। ପଇଡ଼ ପାଣିରେ ସୁଗାରର ମାତ୍ରା କମ ରହିଥାଏ ଏବଂ ଏହା ଏକ ଲୋକ ଗ୍ଲାଇସେମିକ ଇଣ୍ଡେକ୍ସର ଡ୍ରିଙ୍କ ଅଟେ। ଏହାର ଅର୍ଥ ଏହା ଧିରେ ଧିରେ ବ୍ଲଡ ସୁଗାରକୁ ବଢାଇଥାଏ, ଯାହା ଅଚାନକ ବ୍ଲଡ ସୁଗାର ସ୍ପାଇକ ହେବାର ବିପଦ କମ ରହିଥାଏ। ଡାଇବେଟିସ୍ ଲୋକେ ଏହାକୁ ଆବଶ୍ୟକ ମୁତାବକ ପିଇବା ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ