Thursday, December 11, 2025
12.9 C
Odisha

    ପଟିଆ ଷ୍ଟେସନ ନିକଟରେ ଦୁର୍ଘଟଣାରେ କନେଷ୍ଟବଳ ଶୁଭମିତ୍ରା ସଂପର୍କୀୟଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବର ପଟିଆ ଷ୍ଟେସନ ନିକଟରେ ଦୁର୍ଘଟଣା । ଲେଡି କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ଜଣେ ସଂପର୍କୀୟଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତର । ପୁରୀରୁ ଶେଷକୃତ୍ୟ ସାରି ଫେରିବା ପରେ ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରେ ଟ୍ରେନ ଟ୍ରାକ ଅତିକ୍ରମ ବେଳେ ଶୁଭମିତ୍ରାଙ୍କ ସଂପର୍କୀୟ ଦୁର୍ଘଟଣାର ଶିକାର ହୋଇଥିଲେ।

    ଟ୍ରେନ ଟ୍ରାକ ଅତିକ୍ରମ ବେଳେ ବୋଲଗଡ଼ ରଲସିଂର ପ୍ରଫୁଲ୍ଲ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପଟ୍ଟନାୟକଙ୍କୁ ଟ୍ରେନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ପ୍ରଫୁଲ ଗୁରୁତର ହୋଇଛନ୍ତି । ପ୍ରଫୁଲଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଫୁଲ୍ଲ କଟକରେ ଟେଣ୍ଟ ହାଉସ ବ୍ୟବସାୟ କରନ୍ତି ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    12.9 ° C
    12.9 °
    12.9 °
    34 %
    1.4kmh
    0 %
    Wed
    13 °
    Thu
    25 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ