Friday, October 18, 2024
22.3 C
Odisha

    ପରିସ୍ରାକୁ ଜବରଦସ୍ତି ଅଟକାଇଲେ ପଡିବ ମହଙ୍ଗା

    ଆଗକୁ ପଢନ୍ତୁ

    ଆମେ ଅନେକ ସମୟରେ ପରିସ୍ରା ଲାଗିଲେ ଜାଣିଶୁଣି ବା ଅଳସୁଆ ପଣରେ ଯାଇନଥାଉl ଏ ପରିସ୍ଥିତିରେ ପରିସ୍ରାକୁ ଜବରଦସ୍ତି ଅଟକାଇବାକୁ ପଡିଥାଏ l ବିଶେଷ ଭାବରେ ଶରୀରରେ ହେଉଥିବା ପ୍ରାକୃତିକ ଗତିବିଧି, ଯେପରିକି ମଳତ୍ୟାଗ, ପରିଶ୍ରା, ବାନ୍ତି ଏହାକୁ ଅଟକାଇବା ଠିକ ନୁହେଁ l ଏହା ଶରୀର ପାଇଁ ପ୍ରାଣ ଘାତକ ହୋଇପାରେ।
    ଯଦି ଆପଣ ପରିଶ୍ରା ଜାକି ବସୁଛନ୍ତି ଏହା ଅନେକ ଶାରୀରିକ ସମସ୍ୟାର କାରଣ ହୋଇପାରେ l ଯାହାକି ଆମ ଶରୀରକୁ କ୍ଷତି କରିଥାଏ l
    ୟୁରିନକୁ ଜାକି ବସିବା ଦ୍ୱାରା କିଡ୍ନୀ ସ୍ତନ ସମସ୍ୟା ହୋଇଥାଏ l  ଯାହାଦ୍ୱାରା ଅନେକ ଯନ୍ତ୍ରଣା ଅନୁଭବ ହୋଇଥାଏ l
    ୟୁରିନ ଅଟକାଇବା ଦ୍ୱାରା ବ୍ଲାଡର ସ୍ଟ୍ରେଚିଙ୍ଗ ଓ ୟୁରିନ ଲିକେଜ ପ୍ରୋବ୍ଲେମ ହୋଇଥାଏ l
    ପରିଶ୍ରା ଜାକି ବସିବା ଦ୍ୱାରା କିଡ୍ନୀ ଉପରେ ପ୍ରେସର ପଡିଥାଏ ଯାହାକି ଭବିଷ୍ୟ ରେ କିଡ୍ନୀ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟାରେ ପ୍ରଭାବିତ କରିଥାଏ l
    ଏହାଛଡା ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା କୁ ଜାକି ବସିବା ଦ୍ୱାରା ବ୍ଲାଡର ରେ ଯନ୍ତ୍ରଣା ଅନୁଭବ ହୋଇଥାଏ l ଏହାପରେ ୟୁରିନ ପାସ କରିବା ପରେ ବ୍ଲାଡରର ମାଂସପେଶୀ ସ୍ଟ୍ରେଚ ହୋଇ ଯାଇଥାଏ ଯେଉଁ କାରଣରୁ ପେଲବିକ କ୍ରାମ୍ପ ସମସ୍ୟା ଦେଖା ଯାଇଥାଏ l
    ଆପଣ ପରିଶ୍ରା ଜାକି ଦୀର୍ଘ ସମୟ ଧରି ବସିବା ଦ୍ୱାରା ୟୁରିନାରୀ ରିଟେନ୍ସନ୍ରେ ସମସ୍ୟା ହୋଇଥାଏ, ଏହା ସେହି ସ୍ଥିତି ଯାହା ମୂତ୍ରାଶୟକୁ ଠିକ ଭାବରେ ଖାଲି କରିପାରି ନଥାଏ l  ଏହାଦ୍ୱାରା ଯନ୍ତ୍ରଣା ଅନୁଭବ ହୋଇ ୟୁରିନାରୀ ୱେ ଇନଫେକ୍ସନ ହୋଇଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    97 %
    1.4kmh
    33 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ